thumbnail

By

Published : Aug 10, 2020, 3:29 PM IST

ETV Bharat / Videos

ଗ୍ରାହକଙ୍କୁ ମିଳିବ କ୍ଵାଲିଟି ବିଦ୍ୟୁତ୍‌ ସେବା, ପ୍ରଶ୍ନ ଉଠାଇଲା ଉପଭୋକ୍ତା ମହାସଂଘ

ଭୁବନେଶ୍ବର: ବିଦ୍ୟୁତ ଗ୍ରାହକଙ୍କୁ କ୍ବାଲିଟି‌ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ । ଏହାସହ ଏଟିସି ଲସକୁ 15 ପ୍ରତିଶତ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ସେସୁର 51 ପ୍ରତିଶତ ଅଂଶଧନ କିଣିଥିବା ଟାଟା ପାୱାର ଏନେଇ ଅଣ୍ଟା ଭିଡିଛି । 2020-21ବର୍ଷରେ ଟାଟା ପାୱାରର ଟିପିସିଓଡିଏଲ କ୍ବାଲିଟ୍‌ ପାୱାର ପାଇଁ 344କୋଟି ଟଙ୍କା ଖର୍ଚ୍ଚ କରିବ । ଯେଉଁଥିରେ ମୁଖ୍ୟତଃ ବିଦ୍ୟୁତ ବିଭାଗର ଭିତ୍ତିଭୂମି ଓ ଏଟିସି ଲସ କମାଇବାକୁ ନେଇ ଏହି ଅର୍ଥ ଖର୍ଚ୍ଚ କରିବାକୁ ଲକ୍ଷ ରଖିଛି କମ୍ପାନୀ । ଏନେଇ କମ୍ପାନୀ ପକ୍ଷରୁ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପାଖରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.