ମାର୍କେଟକୁ ଆସିଲା ସୁରଙ୍କ ଆଉ ଏକ ଗୀତ

By

Published : Jul 10, 2021, 11:07 PM IST

thumbnail
ଭୁବନେଶ୍ବର: ସରକାରୀ ସ୍କୁଲ ହେଉ କି ବେସରକାରୀ ସ୍କୁଲ । ମାଡି ଚାଲ.... ମୋ ମାମୁଁକୁ ପଚାର... ମୋ ମାଇଁକୁ ପଚାର ...ମୋ ଦାଦାକୁ ପଚାର... ମୋ ଖୁଡିଙ୍କୁ ପଚାର...ଏଭଳି ଧୂମଧଡାକ ଗୀତରେ ସ୍ୱର ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ପାଠ ପଢ଼ାକୁ ନେଇ ଆଧାରିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ସୁର । ସଂଗୀତଜ୍ଞ ଗୁଡ଼ଲି ରଥଙ୍କ ଷ୍ଟୁଡିଓରେ ଏହି ଗୀତକୁ ରେକର୍ଡ କରାଯାଇଛି । ଯୁବ ଗୀତିକାର ମୋନାଲିଙ୍କ ସହ ଗୀତ ଗାଇଛନ୍ତି ସୁର । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.