ରଥଯାତ୍ରା ନେଇ ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ସୁର ରାଉତରାୟ - ରଥଯାତ୍ରା ପାଇଁ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ
🎬 Watch Now: Feature Video

ଭୁବନେଶ୍ବର: ସାରା ବିଶ୍ଵ ରଥଯାତ୍ରା ଦେଖିବାକୁ ଚାହିଁ ବସିଛି। କେନ୍ଦ୍ର ସରକାରଙ୍କଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଗ୍ରୀନ ସିଗନାଲ ଦେଇଥିବାବେଳେ, ଦିନେ ଦୁଇଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ