ବିଧାନସଭାରେ ମୁଖ୍ୟମନ୍ତ୍ରୀ ଆଗତ କଲେ ଶୋକ ପ୍ରସ୍ତାବ

By

Published : Nov 13, 2019, 2:51 PM IST

thumbnail

ଭୁବନେଶ୍ବର : ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶେନ । ଅଧିବେଶନ ଆରମ୍ଭରୁ ତିନିଜଣ ପୂର୍ବତନ ବିଧାୟକ ଓ ଓଏସଏପି ବାଟାଲିୟନର ଜଣେ ସହିଦ ଯବନାଙ୍କ ଉଦ୍ଦେଶ୍ୟରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବିଧାୟକ ସାହୁରା ମଲ୍ଲିକ, ଉଦିତ ପ୍ରତାପ ଦେବ ଓ ବୃନ୍ଦାବନ ପାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.