ପ୍ରଦୀପ ସେଠୀ ବେଆଇନ ସଜା ପ୍ରସଙ୍ଗ, ହାଇକୋର୍ଟରେ ଜବାବ ରଖିପାରିଲେନି ରାଜ୍ୟ ସରକାର - କଟକ ଖବର
🎬 Watch Now: Feature Video

କଟକ: ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା । ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ବେଆଇନ ଭାବେ ଜେଲରେ ସଜା କାଟିବା ପ୍ରସଙ୍ଗରେ ଆଜି ବି କୋର୍ଟରେ ଜବାବ ରଖିପାରିଲେ ନାହିଁ ରାଜ୍ୟ ସରକାର । ଯାହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।