thumbnail

By

Published : Jun 16, 2021, 4:05 PM IST

ETV Bharat / Videos

ରାଜ୍ୟରେ ଆଂଶିକ ଅନଲକ, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ କୋରୋନା କଟକଣା କୋହଳ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ ସ୍ଥିତି ନେଇ ରାଜ୍ୟକୁ 2 ଭାଗରେ ବିଭକ୍ତ କରିଛନ୍ତି ସରକାର । କାଟାଗୋରୀ A ରେ 17 ଜିଲ୍ଲା, କାଟାଗୋରୀ B ରେ 13 ଜିଲ୍ଲା ରହିଛି । ରାଜ୍ୟରେ କୋରୋନା କଟକଣାର ଆଂଶିକ କୋହଳ ନେଇ ଅଧିକ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.