ETV Bharat / photos

କେମିତି ଥିଲା ବର୍ଷ 2024ର ଶେଷ ସୂର୍ଯ୍ୟ ପରାଗ; ଦେଖନ୍ତୁ ଫଟୋ - Last Solar Eclipse of 2024

author img

By ETV Bharat Tech Team

Published : 2 hours ago

Last Solar Eclipse of 2024
ଅକ୍ଟୋବର 2 ତାରିଖ (ଗତକାଲି) ବର୍ଷ 2024ର ଶେଷ ତଥା ଦ୍ବିତୀୟ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଛି । ଏହି ସୂର୍ଯ୍ୟ ପରାଗଟି ବିରଳ, କାରଣ ପରାଗ ସମୟରେ ସୂର୍ଯ୍ୟ 'ରିଙ୍ଗ ଅଫ ଫାୟାର' ଭଳି ଦିଶିଥିଲେ । ଭାରତୀୟ ସମୟ ରାତି 9:13ରୁ ଆଜି ଭୋର 3: 17ମିନିଟ ପର୍ଯ୍ୟନ୍ତ ପ୍ରାୟ 6 ଘଣ୍ଟା ପରାଗ ଲାଗିଥିଲା । (Photo-AP)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.