ଓଡିଶାରେ ବିହାରୀ ଛିଟା, ପାଳିତ ହେଉଛି ଛଠ ପୂଜା - ଛଟ୍ ପୂଜାକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ବିହାରୀ ସମ୍ପ୍ରଦାୟ
🎬 Watch Now: Feature Video

ଓଡିଶାରେ ବିହାରୀ ପରମ୍ପରା । ପାରମ୍ପାରିକ ରୀତିନୀତିରେ ପାଳିତ ହେଉଛି ଛଠ ପୂଜା । ପରିିବାରର ଶୁଭ ମନାସୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ବିହାରୀ ସମ୍ପ୍ରଦାୟ ।