ରାଜଧାନୀରେ କୋରୋନା ଆତଙ୍କ: ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ - ଜଟଣୀ ବିଧାୟକ ସୁର ରାଉତରାୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8188666-thumbnail-3x2-gf.jpg)
ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାର ଲାଗିଛି।ରାଜଧାନୀ ଭୁବନେଶ୍ବରରେ ଗ୍ରାଫ ଉପରକୁ ଚାଲିଛି। ସୋମବାର ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୫୦୩ ପରେ ୨୬ ହଜାର ପାର କରିଛ। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ୯୯୧୯ ଜଣ କୋରୋନା ଆକ୍ଟିଭ କେସ ଥିବାବେଳେ ୮୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଭୁବନେଶ୍ବରର କୋରୋନା ସ୍ଥିତିକୁ ନେଇ କ'ଣ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ଦେଖନ୍ତୁ ଭିଡିଓ..
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ