କେନ୍ଦ୍ରାପଡାରୁ ଟଳିଲା 'ବୁଲବୁଲ' ଭୟ - କେନ୍ଦ୍ରାପଡାରୁ ଟଳିଲା 'ବୁଲବୁଲ' ଭୟ
🎬 Watch Now: Feature Video
କେନ୍ଦ୍ରାପଡାରୁ ଟଳିଛି 'ବୁଲବୁଲ' ଭୟ। ହେଲେ ଏହାର ପ୍ରଭାବରେ ଜିଲ୍ଲାର ରାଜକନିକା, ରାଜନଗର, ମହାକାଳପଡା ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାସହିତ ଚାଷବାସ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ‘ବୁଲବୁଲ’ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ କିପରି ପ୍ରାକ୍ ପ୍ରସ୍ତୁତି କରାଯାଇଥିଲା, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଆପାତକାଳୀନ ଅଧିକାରୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ