ପଟ୍ଟା ପାଇଁ ପାଞ୍ଚଶହ: ହିତାଧିକାରୀଙ୍କୁ ଲୁଟିଲେ ସରପଞ୍ଚ ! - bribe allegation in patta distribution in koraput
🎬 Watch Now: Feature Video
କୋରାପୁଟ: ତମେ ଜଙ୍ଗଲ ଜମି ପଟ୍ଟା ପାଇବ । ଆଜି ପଞ୍ଚାୟତରେ ବଣ୍ଟାଯିବ । ଭୋଜିଭାତ କରିବା । 500 ଟଙ୍କା ଦିଅ । ଏହା କହି ସରପଞ୍ଚ ଓ ତାଙ୍କ ସହଯୋଗୀ ପଟ୍ଟା ପାଇଥିବା ପ୍ରତ୍ୟେକ ଗରିବ ହିତାଧିକାରୀଙ୍କ ଠାରୁ ଭୋଜିଭାତ ପାଇଁ 500 ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି କୋରାପୁଟ ବ୍ଲକର କେନ୍ଦାର ପଞ୍ଚାୟତରେ ।