ସେବାର ସାକ୍ଷାତ ଦେବୀ, ଗ୍ରାମବାସୀଙ୍କ ପାଇଁ ନିଜ କଥା ଭୁଲିଲେ ଆରତୀ - brahmapur
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5451968-707-5451968-1576938295291.jpg)
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର ଆରତୀ ଦେବୀ । MBA ପରେ ଘରୋଇ ବ୍ୟାଙ୍କରେ କରୁଥିଲେ ଚାକିରୀ । ହେଲେ ଗ୍ରାମବାସୀଙ୍କ ଇଚ୍ଛା ଥିଲା ଅଲଗା । ଗ୍ରାମର ଶିକ୍ଷିତ ଝିଅ ନେଉ ପଞ୍ଚାୟତର ଦାୟିତ୍ବ । ସମସ୍ତଙ୍କ ଆଗ୍ରହକୁ ଦେଖି ଚାକିରୀ ଛାଡି ବନିଥିଲେ ସରପଞ୍ଚ।