ସୁରକ୍ଷା ବ୍ୟବସ୍ଥା ଢିଲା, ନୀଳଚକ୍ର ଉପରେ ଚଢିଲେ ଯୁବକ - temple
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/images/320-214-3059114-thumbnail-3x2-puri.jpg)
ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢିଲେ ଯୁବକ । ଏହି ଯୁବ ଜଣକ ନୀଳଚକ୍ର ଉପରେ ଚଢିବା ସହ ପତିତପାବନ ବାନା କାଢିଦେଇଥିବା ସୂଚନା ମିଳିଛି । ଏହି ଯୁବକ ଜଣଙ୍କୁ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ତେବେ କେମିତି ଓ କଣ ପାଇଁ ଯୁବକ ଜଣକ ନୀଳଚକ୍ର ଉପରକୁ ଚଢିଥିଲା ସେନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।