ସ୍କୁଲ ଶିକ୍ଷୟତ୍ରୀଙ୍କୁ କୋରୋନା, ପ୍ରତିକ୍ରିୟା ରଖିଲେ ବିଏମସି କମିଶନର୍ - ସ୍କୁଲ ଶିକ୍ଷୟତ୍ରୀଙ୍କୁ କୋରୋନା
🎬 Watch Now: Feature Video
ଭୁବନେଶ୍ବର: ସ୍କୁଲ ଶିକ୍ଷୟିତ୍ରୀ କୋରୋନା ପଜିଟିଭ । ଦୀର୍ଘଦିନ ବ୍ୟବଧାନ ପରେ ପୁଣି ସ୍କୁଲରେ ଶିକ୍ଷୟିତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ବିଏମସିର ମୁଣ୍ଡବିନ୍ଧାର କାରଣ ପାଲଟିଛି ଏହି ଖବର । ଭୁବନେଶ୍ବର ଆଇଆରସି ସ୍କୁଲର ଜଣେ ଶିକ୍ଷୟିତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲକୁ ବିଏମସି ପକ୍ଷରୁ ସାନିଟାଇଜ କରାଯାଇଛି । ତେବେ ସ୍କୁଲରେ କୋରୋନା ସୁରକ୍ଷା ପାଇଁ କ'ଣ ବ୍ୟବସ୍ଥା ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର...
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ