ନାରୀ ନିର୍ଯାତନା କମୁ, ପିଲା ଚୋରି ବନ୍ଦ ହେଉ: ବିଜେପି ସଭାପତି - New Year 2021

🎬 Watch Now: Feature Video

thumbnail

By

Published : Jan 1, 2021, 3:09 PM IST

ଭୁବନେଶ୍ବର: କୋରୋନା କଟକଣାରେ ଚାରିଆଡେ ପାଳନ ହେଉଛି ନୂଆବର୍ଷ । ଏହି ଉପଲକ୍ଷେ ନୂଆବର୍ଷରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଲିଙ୍ଗରାଜ ମନ୍ଦିର ଗସ୍ତ କରିବା ସହ ଲିଙ୍ଗରାଜଙ୍କୁ ଦୀପଦାନ କରିଛନ୍ତି । ତେବେ 2020 ଏକ ବିଷମ ପରିସ୍ଥିତି ଦେଇ ଗତି କରିଛି । ନବବର୍ଷ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ଏହି ଅବସରରେ ସେ କହିଛନ୍ତି । ଏହାସହ ରାଜ୍ୟର ମାତୃଶକ୍ତି ସୁରକ୍ଷିତ ରହୁ । ପିଲା ଚୋରି ବନ୍ଦ ହେଉ ଏବଂ ନାରୀ ନିର୍ଯାତନା ବନ୍ଦ ହେଉ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.