ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟାଇବା ପ୍ରସଙ୍ଗରେ ବର୍ଷିଲା ବିଜେପି - prithivraj harichandan
🎬 Watch Now: Feature Video

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟ କରିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। କହିଲେ ସରକାର ଭାବି ଚିନ୍ତି ନିଷ୍ପତ୍ତି ନେବା ଉଚିତ । କେନ୍ଦ୍ର ସରକାରଙ୍କ ନୋମେନ କ୍ଲେଚର ପରିବର୍ତ୍ତନ କରିବାର ନିୟମ ନାହିଁ । ଯେଉଁ ଅଧିକାରୀମାନେ ଗାଁକୁ ଯାଉଛନ୍ତି ଲୋଗୋ ଲଗାଇବା ପାଇଁ ତାଙ୍କୁ ଗାଁ ଲୋକ ଫେରାଇ ଦେଉଛନ୍ତି । ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅନ୍ତୁ ବୋଲି ଦାବି କରୁଛି ବିଜେପି ।