ଭିତରକନିକାରେ ପକ୍ଷୀ ଗଣନା ଶେଷ; ବଢିଛି ପ୍ରଜାତି, ବୃଦ୍ଧି ପାଇଛି ସଂଖ୍ୟା - ବଢିଛି ପ୍ରଜାତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5631456-599-5631456-1578417986507.jpg)
କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଶେଷ ହୋଇଛି । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୧୦୫ ପ୍ରଜାତିରେ ପହଁଚିଛି । ସେହିପରି ମୋଟ ୧ଲକ୍ଷ ୧୮ହଜାର ୩୨୬ଟି ପକ୍ଷୀ ଗଣନା କରାଯାଇଛି ।