thumbnail

ବ୍ରହ୍ମପୁର ସଟଡାଉନ: କିପରି ରହିଛି ଚିତ୍ର, ଦେଖନ୍ତୁ ଭିଡିଓ

By

Published : Jun 30, 2020, 2:51 PM IST

ବ୍ରହ୍ମପୁର: ଗତ ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୀର୍ଘ 4ଦିନ ଧରି ବ୍ରହ୍ମପୁର ସହର ରହିଛି ସଂପୂର୍ଣ୍ଣ ସଟଡାଉନ । ଗତ 3ଦିନ ମଧ୍ୟରେ ସହରରେ ଏହି ସମୟରେ ଘରକୁ ଘର ବୁଲି ସ୍ବାସ୍ଥ ବିଭାଗ ପକ୍ଷରୁ ପରୀକ୍ଷା କରାଯାଇଛି । ଶେଷ ଦିନରେ କିଭଳି ରହିଛି ସଟଡାଉନର ସେ ନେଇ ବ୍ରହ୍ମପୁର ସହରରୁ ଅଧିକ ସୂଚନା ଦେଉଛନ୍ତି ଆମ ଇଟିଭି ଭାରତର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.