କୋରୋନା କାଳରେ କ୍ୟାମ୍ପସ ସିଲେକ୍ସନ , ITIର ୫୭ ବିଦ୍ୟାର୍ଥୀ ପାଇଲେ ନିଯୁକ୍ତି - ବ୍ରହ୍ମପୁରର ସରକାରୀ ଆଇଟିଆଇ
🎬 Watch Now: Feature Video
ବ୍ରହ୍ମପୁର : କୋରୋନା କାଳରେ କ୍ୟାମ୍ପସ ନିଯୁକ୍ତି ମେଳା । ବ୍ରହ୍ମପୁରର ସରକାରୀ ଆଇଟିଆଇର ଆୟୋଜିତ ଅନଲାଇନ ନିଯୁକ୍ତିରେ ଅନୁଷ୍ଠାନର ୫୭ ଜଣ ବିଦ୍ୟାର୍ଥୀ ହାଇଦ୍ରାବାଦ ଯାତ୍ରା ଆରମ୍ଭ କରିଛନ୍ତି । ଅନେକ ନାମୀଦାମୀ କମ୍ପାନୀରେ ବହୁ ବିଦ୍ୟାର୍ଥୀ ନିଯୁକ୍ତି ପାଇଥିବା ଦେଖାଯାଇଛି । ଯାହାକୁ ନେଇ ବିଦ୍ୟାର୍ଥୀ ଙ୍କ ମହଲରେ ଖୁସିର ମାହୋଲ । ଏନେଇ ବିଦ୍ୟାର୍ଥୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..