ରହସ୍ୟ ଘେରରେ ବେଲେଶ୍ବର ମର୍ଡର ମିଷ୍ଟ୍ରି; ଗଡୁଛି ସମୟ, ବୁଲୁଛି ସୈତାନ - cuttack beleswar murder case
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6132773-784-6132773-1582134024171.jpg)
କଟକ: ଡିସେମ୍ବର 12, 2019, ଆଜିକୁ ଠିକ୍ ଦୁଇ ମାସ ତଳେ ଭାଇଚାରାର ସହରରେ ଖେଳି ଯାଇଥିଲା ଚାଞ୍ଚଲ୍ୟ । ରାତି ଅଧରେ ହୋଇଥିଲା ମର୍ଡର, ସେ ପୁଣି ଡବଲ ମର୍ଡର । ଏକୁଟିଆ ରହୁଥିବା ବୃଦ୍ଧ ଦମ୍ପତିଙ୍କୁ ଅତିନିର୍ମମ ଭାବେ କରାଯାଇଥିଲା ହତ୍ୟା । ସେ ଘଟଣାକୁ ଏହାରି ଭିତରେ 2ମାସ ପୁରିଛି,ହେଲେ ଏବେ ବି ଅଭିଯୁକ୍ତଙ୍କ ଟେର୍ ପାଇନି ପୋଲିସ ।