ରାଜଧାନୀରେ କୋରୋନା ଆତଙ୍କ, ଦେଖନ୍ତୁ କ'ଣ ରହିଛି ସ୍ଥିତି - ରାଜଧାନୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8138478-thumbnail-3x2-f.jpg)
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଅସମ୍ଭାଳ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି। ଭୁବନେଶ୍ବରରେ ୧୪ ଦିନିଆ ତାଲା ବନ୍ଦ ଅବଧିର ଆଜି ଷଷ୍ଠ ଦିବସ। ଗତକାଲି ମଞ୍ଚେଶ୍ବର ଅଞ୍ଚଳର ଗୋଟିଏ ଅଟାକଳରୁ ସୁପର ସ୍ପ୍ରେଡର ସଂସ୍ପର୍ଶରେ ଆସି ଉକ୍ତ ଅଟାକଲର ଆଉ 34 ଜଣ କର୍ମଚାରୀ ସଂକ୍ରମିତ ହେଲେ। ଭୁବନେଶ୍ବରରେ ଧୀରେ ଧୀରେ କୋରୋନା ବଢି ଚାଲିଛି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ଭୁବନେଶ୍ବରର ସ୍ଥିତି..
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ