କହ୍ନେୟା ସାଜି ହଟହଟା କମେଡି କିଙ୍ଗ, ବଜରଙ୍ଗ ଦଳ ସହ ମୁହାଁମୁହିଁ - ପପୁ ପମ୍‌ପମ୍‌ଙ୍କୁ ବଦରଙ୍ଗ ଦଳର ବିରୋଧ

🎬 Watch Now: Feature Video

thumbnail

By

Published : Feb 4, 2022, 5:08 PM IST

କଟକ: କମେଡିଆନ ପପୁଙ୍କୁ ବିରୋଧ । ଅଭିନେତା ପପୁ ପମ୍‌ପମ୍‌ଙ୍କୁ କଡା ବିରୋଧ କରିଛି ବଜରଙ୍ଗ ଦଳ । ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପାଇଁ ବିବାଦ ଘେରକୁ ଆସିଥିବା ପପୁଙ୍କୁ ଆଜି କଟକ ବୃନ୍ଦାବନ ସିନେମା ହଲରେ ବିରୋଧ କରାଯାଇଛି । ଏହି ସମୟରେ ପପୁ ଏବଂ ବଜରଙ୍ଗ ଦଳ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ କିଛି ସମୟ ବାକ୍ ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳିଛି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.