ବିଧାୟକଙ୍କ ଦେହରେ କାଳିଶି ! ପ୍ରତିକ୍ରିୟା ରଖିଲେ ବିଧାୟକ... - athmallik mla ramesh sai
🎬 Watch Now: Feature Video

ଅନୁଗୋଳ: ବିଧାୟକଙ୍କ ଦେହରେ କାଳିଶି । ଏଭଳି ଏକ ଅସ୍ବାଭାବିକ ଘଟଣା ଗତକାଲି(ରବିବାର) ନଜରକୁ ଆସିବା ପରେ ସୋମବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । ପୂଜା ସମୟରେ ସେ କରିଥିବା ଭାବଭଙ୍ଗୀ ସବୁ ତାଙ୍କ ସମାଜର ପରମ୍ପରା ବୋଲି କହିବା ସହ କାଳିଶି ବୋଲି ଲୋକେ ଯେଉଁ ଚର୍ଚ୍ଚା କରୁଛନ୍ତି ତାକୁ ସେ ଖଣ୍ଡନ କରିଛନ୍ତି ।