ଉଛୁଳା ନଦୀ ପାର ହେଉଥିଲେ ଅଙ୍ଗନବାଡି ଦିଦି, ବୋଟ୍ ଯୋଗାଇବେ ଆନନ୍ଦ ମହିନ୍ଦ୍ରା - Anand Mahindra Offers Help To Anganwadi Workers
🎬 Watch Now: Feature Video

ମାଲକାନଗିରି: ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ । ନଦୀ ପାର ହେବାକୁ ଦେବେ ଵୋଟ। ସେବା ପାଇଁ ଆଉ ଜୀବନକୁ ଆଉ ବାଜିରେ ଲଗାଇ ଗଭୀର ଜଳରେ ପହଁରିଵାକୁ ପଡିବନି। ଆଉ ଲାଉ ତୁମ୍ବା ସାହାଯ୍ୟରେ ନଈ ପାରି ହେବାକୁ ପଡିବନି। କର୍ତ୍ତବ୍ୟନିଷ୍ଠ ଅଙ୍ଗନବାଡି ଦିଦିଙ୍କ ଏହି ଭିଡିଓ ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଫଳରେ ଏହି ଭିଡିଓକୁ ରିଟ୍ବିଟ୍ କରି ଏକ ଵୋଟ ଦେବେ ବୋଲି ସେ ଘୋଷଣା କରିଛନ୍ତି।