ଆଖଡାରେ ବୀରତ୍ବ ପ୍ରଦର୍ଶନ କଲେ ବାଲେଶ୍ବରବାସୀ - ଆଖଡାରେ ବୀରତ୍ବର ପ୍ରଦର୍ଶନ କଲେ ବାଲେଶ୍ବରବାସୀ

🎬 Watch Now: Feature Video

thumbnail

By

Published : Oct 6, 2019, 2:40 PM IST

ବାଲେଶ୍ବର: ଆଖଡାରେ ବୀରତ୍ବ ପ୍ରଦର୍ଶନ କଲେ ବାଲେଶ୍ବରବାସୀ । ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜାରେ ସହରର ବିଭିନ୍ନ ଆଖଡା ଦଳ ମାକଲପୁର ହନୁମାନ ମନ୍ଦିରରେ ପହଞ୍ଚି ବାଦ୍ୟର ତାଳେ ତାଳେ ଆଖଡା ପ୍ରଦର୍ଶନ କରିଥିଲେ । ଇଂରେଜମାନଙ୍କୁ ଦେଶରୁ ଘଉଡାଇବା ପାଇଁ ଆରମ୍ଭ ହୋଇଥିବା ଏହି ଆଖଡା ଖେଳର 1925 ମସିହାରେ ଡ଼ ହରେକୃଷ୍ଣ ମହତାବ ମଙ୍ଗ ଧରିଥିଲେ । ବିପ୍ଲବୀମାନେ ବାଡି ସାହାଯ୍ୟରେ ଇଂରେଜମାନଙ୍କ ସହ ମୁକବିଲା କରୁଥିଲେ ।  ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.