ବାଲୁକାକଳା ମାଧ୍ୟମରେ ଏଡସ୍‌ ସଚେତନତା ବାର୍ତ୍ତା

🎬 Watch Now: Feature Video

thumbnail

By

Published : Dec 1, 2020, 8:53 AM IST

Updated : Dec 1, 2020, 11:32 AM IST

ପୁରୀ: ଆଜି ବିଶ୍ବ ଏଡସ୍‌ ଦିବସ । ଏଡସ୍‌ ରୋଗ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ୟୁଏନ ପକ୍ଷରୁ ଏହି ଦିବସ ପ୍ରତିବର୍ଷ ଡିସେମ୍ବର 1 ତାରିଖକୁ ଏଡସ ଦିବସରୂପେ ପାଳନ କରାଯାଏ । ତେବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ ଏହି ଦିବସର ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଏହି ବାଲୁକାକଳାଟି ସୁଦର୍ଶନ ଗଢି ଥିବା ବେଳେ ଅନେକ ପର୍ଯ୍ୟଟକ ଏହି ବାଲୁକାଚିତ୍ର କଳା ଦେଖି ବାକୁ ଉପସ୍ଥିତ ଥିଲେ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Dec 1, 2020, 11:32 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.