ବାପା ରୋଷେୟା, ବିଜ୍ଞାନ ସ୍ବପ୍ନରେ ଅର୍ଥ ବାଧକ; କୃତି ISSଙ୍କ ସଂଘର୍ଷ କାହାଣୀ - ରୋଷେୟା ପୁଅ ଆଇଏସଏସ

🎬 Watch Now: Feature Video

thumbnail

By

Published : Aug 1, 2021, 4:47 PM IST

ବୌଦ୍ଧ: ବାପା ଜଣେ ରୋଷେୟା । ଭଉଣୀର ବାହାଘର ପାଇଁ ବିକ୍ରି ହୋଇଥିଲା ଜମି । ଅର୍ଥ ଅଭାବରୁ ପ୍ରାଥମିକ କ୍ୟାରିଅର ଏତେ ଭଲ ନଥିଲା । ବିଜ୍ଞାନରେ ଥିଲା ଆଗ୍ରହ, ହେଲେ ଗାଁ କଲେଜରେ ନଥିଲା ସାଇନ୍ସ ଷ୍ଟ୍ରିମ । ଦଶମ ଓ ଦ୍ବାଦଶରେ କ୍ରମାଗତ ଖରାପ ପ୍ରଦର୍ଶନ ପରେ ହୋଇଥିଲେ ଆତ୍ମପ୍ରେରିତ । ଆତ୍ମବିଶ୍ବାସ ତଥା ଦୃଢ ଇଛା ଶକ୍ତି ଫଳରେ ଶେଷରେ ଭାରତୀୟ ପରିସଂଖ୍ୟାନ ସେବା ପରୀକ୍ଷାରେ ଅର୍ଜନ କରିଛନ୍ତି ସଫଳତା । ଦେଖନ୍ତୁ ଆଇଏସଏସ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଡଃ. ପ୍ରଭାତ ଦାସଙ୍କ ସହ ଇଟିଭି ଭାରତର ସାକ୍ଷାତକାର... ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.