ଗରିବ ରୋଗୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅଭିଜିତ୍, ଯୋଗାଉଛନ୍ତି ସେବା - Poor People news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9597197-thumbnail-3x2-helpingman.jpg)
କଟକ: କଟକ ବଡ ମେଡିକାଲରେ ଏକ ପରିଚିତ ଚେହେରା ହେଉଛନ୍ତି ଅଭିଜିତ ଦାସ। ପେଷାରେ ସେ ଜଣେ ଟିଉସନ ଶିକ୍ଷକ। ହେଲେ ନିଶା ତାଙ୍କର ଅସହାୟ ରୋଗୀଙ୍କୁ ସେବା କରିବା। ଯେଉଁଥିପାଇଁ ସେ ବଡ ମେଡିକାଲ ଅଞ୍ଚଳରେ ବେଶ ପରିଚିତ । ବୈଷୟିକ ଶିକ୍ଷାର ଇଲେକ୍ଟ୍ରିକାଲ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଛନ୍ତି ଅଭିଜିତ୍ । ହେଲେ ନିଶାଖୋର ମାନବ ସେବା କରିବାର ମନବୃତ୍ତି ଆଜି ତାଙ୍କୁ ଅସହାୟ ରୋଗୀଙ୍କ ପାଇଁ ଅନ୍ଧର ଲଉଡି ସଜାଇଛି।