ଅଜଣା ରୋଗ ଆତଙ୍କ; ଚିକିତ୍ସା ବଦଳରେ ଚାଲିଛି ପୂଜାର୍ଚ୍ଚନା - ମାଲକାନଗିରି
🎬 Watch Now: Feature Video

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗାଁରେ ଏବେ ଅଜଣା ରୋଗର ଆତଙ୍କ । ଲୋକେ ରୋଗ ଭଲ କରିବାକୁ ଡାକ୍ତରୀ ଚିକିତ୍ସା ନକରି କରୁଛନ୍ତି ଦେବୀ ମାଆଙ୍କ ପୂଜାର୍ଚ୍ଚନା । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ...