ଅଭିନେତା ସବ୍ୟସାଚୀଙ୍କ ପାଇଁ ଗୀତ ଗାଇଲେ ପ୍ରଶଂସକ - ଅଭିନେତା ସବ୍ୟସାଚୀ ମିଶ୍ର
🎬 Watch Now: Feature Video

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର । ତେବେ ତାଙ୍କୁ ଉତ୍ସାହିତ କରିବା ପାଇଁ ଜଣେ ପ୍ରଂଶସକ ଗାଇଥିବା ଗୀତକୁ, ସବ୍ୟସାଚୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶୁଣନ୍ତୁ ଏହି ସୁନ୍ଦର ଗୀତଟିକୁ...
Last Updated : Aug 21, 2020, 7:55 PM IST