ପୋଲିସ ହକି ଚମ୍ପିଆନସିପ ଆରମ୍ଭ, ପଞ୍ଜାବ ଟିମରେ କ୍ୟାପଟେନ ମନପ୍ରୀତ - କଳିଙ୍ଗ ଷ୍ଟାଡିୟମରେ ପୋଲିସ ହକି ଚମ୍ପିଆନସିପ

🎬 Watch Now: Feature Video

thumbnail

By

Published : Dec 21, 2019, 1:42 PM IST

ଭୁବନେଶ୍ବର: ଅନୁଷ୍ଠିତ ହେଉଛି ୬୮ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍। ଭୁବନେଶ୍ବର ୭ମ ବାଟାଲିୟନରେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି ପୋଲିସ ଡିଜି ଆଇପିଏସ ଅଭୟ। ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସର୍ବଭାରତୀୟ ସ୍ତରରେ ୨୫ଟି ଟିମର ପ୍ରାୟ ୫୦୦ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.