5 ଦିନିଆ ସଟଡାଉନ ଗଞ୍ଜାମ ସହରାଞ୍ଚଳ, ଆରମ୍ଭ ହେଲା ଡୋର-ଟୁ-ଡୋର୍ ସ୍କ୍ରିନିଂ

By

Published : Jul 9, 2020, 1:23 PM IST

thumbnail
ଗଞ୍ଜାମ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଏବେ ଚିନ୍ତାଜନକ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ଗୁରୁବାର ଠାରୁ ଜୁଲାଇ 13 ଅର୍ଥାତ୍ 5 ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏଭଳି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ହିଞ୍ଜିଳିକାଟୁ ପୌରପାଳିକା ସମେତ 5 ଗୋଟି ବ୍ଳକ ହେଡକ୍ବାଟରରେ ଆରମ୍ଭ ହୋଇଛି ଡୋର୍-ଟୁ-ଡୋର୍ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟ । ଏଥିପାଇଁ 200 ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ସେପଟେ ପ୍ରଥମ ଦିନ ସଟଡାଉନରେ କିପରି ରହିଛି ବ୍ରହ୍ମପୁର ସହରର ସେ ନେଇ ସିଧାସଳଖ ସ୍ଥିତି ପରଖିଥିଲେ ବ୍ରହ୍ମପୁରରୁ ଆମ ସମ୍ବାଦଦାତା । ଦେଖନ୍ତୁ ଭିଡିଓ... ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.