thumbnail

ଆଇପିଏଲ ସମର, MIvsKKR: ଜାଣନ୍ତୁ କଣ ରହିଛି ମ୍ୟାଚକୁ ନେଇ ଷ୍ଟାର୍ଟ୍ସ ଓ ରେକର୍ଡ

By

Published : Sep 23, 2020, 6:53 PM IST

ହାଇଦ୍ରାବାଦ: ବଢୁଛି ଆଇପିଏଲ ଫିଭର । ସୁପର ଓଭର ତଡକା ଓ ସୁପର ସିକ୍ସର କମାଲ ପରେ ଆଜି ମ୍ୟାଚରେ ବି ରହିଛି ହାଇ ଭୋଲ୍ଟେଜ ଲଢେଇ । ହେବ ଜବରଦସ୍ତ ଟକ୍କର‌ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପଡିଆକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ଚଳିତ ସିଜନର ପ୍ରଥମ ମ୍ୟାଚକୁ ବି କବଜା କରିବାକୁ ତୟାର ଦୁଇଥରର ଚମ୍ପିଆନ କୋଲକାତା ନାଇଟରାଇଡର୍ସ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ ଲିଗର 5ମ ମ୍ୟାଚ । ଆଉ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଟିମର ଫ୍ୟାନ୍ସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.