ଆଇପିଏଲ ସମର: RCB ବନାମ KKR ମ୍ୟାଚ ରେକର୍ଡ

By

Published : Oct 21, 2020, 7:48 PM IST

thumbnail

ଆବୁଧାବି: ଆଇପିଏଲ 39ତମ ମ୍ୟାଚରେ କେକେଆର ବନାମ ଆରସିବି ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବ ଏହି ମୁକାବିଲା । ପଏଣ୍ଟ ତାଲିକାର ଉପର ତଳ ହୋଇ ରହିଥିବା ଦୁଇ ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିବ ଏକ ରୋମାଞ୍ଚକର ଲଢେଇ । 3ୟ ଓ 4ର୍ଥ ସ୍ଥାନରେ ଥିବା ଦୁଇ ଦଳ ନିଜ ନିଜ ପ୍ଲ-ଅଫ ଆଶାକୁ ମଜବୁତ କରିବା ପାଇଁ ପଡିଆକୁ ଓହ୍ଲାଇବେ । ସେପଟେ ପୂର୍ବ ମ୍ୟାଚର ପରାଜୟ ବଦଲା ନେବାକୁ ବି ପ୍ରସ୍ତୁତ ରହିଛି କୋଲକତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.