ଆଇପିଏଲ ସମର: ଶେଷ ଲିଗ ମ୍ୟାଚରେ ପ୍ଲେ-ଅଫ ଟିକେଟ ପାଇଁ ହାଇଦ୍ରାବାଦ ଆଗରେ ମୁମ୍ବାଇ କଣ୍ଟା

By

Published : Nov 3, 2020, 7:49 PM IST

thumbnail

ଶାରଜା: ଶାରଜା ଷ୍ଟାଡିୟମରେ 4ର୍ଥ ପ୍ଲେ-ଅଫ ଟିକେଟ ପାଇଁ ଡିପେଣ୍ଡି ଚମ୍ପିଆନକୁ ସାମ୍ନା କରିବ ସନରାଇଜର୍ସ ହାଇଦ୍ରାବାଦ । ତେବେ ଏହା ଆଇପିଏଲର ଶେଷ ଲିଗ ମ୍ୟାଚ ହେବ । ହାଇଦ୍ରାବାଦ ପାଇଁ ଆଜିର ଏହି ମ୍ୟାଚ ଡୁ-ଅର-ଡାଇ ମ୍ୟାଚ ହୋଇଛି । କାରଣ ପ୍ଲେ-ଅଫ ଟିକେଟ ପାଇବାକୁ ହେଲେ ଦଳ ପାଇଁ ବିଜୟ ହିଁ କେବଳ ଓ ଏକମାତ୍ର ବିକଳ୍ପ ହୋଇଛି । ତେଣୁ ଏହି ମ୍ୟାଚକୁ ଜିତିବା ପାଇଁ ଜି-ଜାନ ଲଗାଇ ଦେବ ୱାର୍ଣ୍ଣରଙ୍କ ଦାଇଦ୍ରବାଦ ଦଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.