ଆଇପିଏଲ ସମର: ପ୍ଲେ-ଅଫ ଟିକେଟ୍‌ ପାଇଁ ବିରାଟ-ରୋହିତ ଫାଇଟ୍ !

By

Published : Oct 28, 2020, 8:05 PM IST

thumbnail

ଦୁବାଇ: ଆଇପିଏଲ 13ତମ ସଂସ୍କରଣର 48ତମ ମ୍ୟାଚ ଖେଳାଯିବ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.