ଆଇପିଏଲ ସମର: ଦିଲ୍ଲୀ-ରାଜସ୍ଥାନ ମ୍ୟାଚର ପୂର୍ବାନୁମାନ - ଦିଲ୍ଲୀ-ରାଜସ୍ଥାନ ମ୍ୟାଚ
🎬 Watch Now: Feature Video
ଦୁବାଇ: ଆଇପିଏଲ 2020ରେ ଆଜି (ବୁଧବାର) ଖେଳାଯିବ 30ତମ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ମୁକାବିଲା । ଶ୍ରେୟସ ଆୟରଙ୍କ ଦିଲ୍ଲୀ ଟିମ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଷଷ୍ଠ ସ୍ଥାନରେ ରହିଛି । ତେବେ ଉଭୟ ଦଳର ଏକାଧିକ ଖେଳାଳିଙ୍କ ବ୍ୟକ୍ତିଗତ ଫର୍ମ ଶୀର୍ଷରେ ରହିଥିବାରୁ କଡା ମୁକାବିଲା ହେବାନେଇ ଆଶା କରାଯାଉଛି ।