thumbnail

ଆଇପିଏଲ ମହାସମର: ଦେଖନ୍ତୁ ଉଦ୍‌ଘାଟନୀ ମୁକାବିଲାକୁ ନେଇ କ'ଣ ରହିଛି କ୍ଲବ କ୍ରିକେଟରଙ୍କ ପ୍ରତିକ୍ରିୟା

By

Published : Sep 19, 2020, 12:16 PM IST

କଟକ: ଆଜିଠୁ ଆରମ୍ଭ ହେବ ଆଇପିଏଲ ସମର । ତେବେ ଆଜି ମୁମ୍ବାଇ -ଚେନ୍ନାଇ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ । ଏହି ମହାଲଢେଇକୁ ନେଇ କ'ଣ ପ୍ରତିକ୍ରିୟା ରଖିଛନ୍ତି କଟକର କ୍ଲବ କ୍ରିକେଟର ଦେଖନ୍ତୁ.. କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.