thumbnail

By

Published : Dec 24, 2019, 2:04 PM IST

Updated : Dec 24, 2019, 2:18 PM IST

ETV Bharat / Videos

ବାରବାଟୀ ବ୍ୟାଟେଲ ସଫଳ: ପ୍ରଶଂସା ସାଉଣ୍ଟୁଛି ଓସିଏ

କଟକ: ବାରବାଟୀ ବିଗ ଫାଇଟରେ ବାଜି ମାରିନେଲା ବିରାଟ ବାହିନୀ । ବିଶାଳ ସ୍କୋରକୁ ପାର କଲା ଟିମ ଇଣ୍ଡିଆ । ପୋଲର୍ଡ଼ ଓ ପୋରନଙ୍କ ଧୂଆଁଧାର ପାଳିକୁ ଫିକା ପକାଇଲେ ରନ ମେସିନ ବିରାଟ, ରୋହିତ ଓ ରାହୁଲ । ବାରବାଟୀ ରେକର୍ଡକୁ ପୁଣି ଦୋହରାଇଲା ବିରାଟ ବ୍ରିଗେଡ଼ । ତେବେ ଏହି ମ୍ୟାଚର ସଫଳ ଆୟୋଜନ ଓସିଏ (ଓଡିଶା କ୍ରିକେଟ ଆସୋସିଏସନ) ପାଇଁଥିଲା ଏକ ବିଗ ଚ୍ୟାଲେଞ୍ଜ ।
Last Updated : Dec 24, 2019, 2:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.