କେକେଆର ଟିମର ଖେଳାଳୀ କୁଲଦୀପ ଯାଦବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - କୁଲଦୀପ ଯାଦବଙ୍କ ସ୍ବତନ୍ତ୍ର ସାକ୍ଷାତକାର
🎬 Watch Now: Feature Video
ହାଇଦ୍ରାବାଦ: ଇଟିଭି ଭାରତ ସହ କେକେଆର ଟିମର ଖେଳାଳୀ କୁଲଦୀପ ଯାଦବଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଏହି ସାକ୍ଷାତକାରେ କୁଲଦୀପ ଆଇପିଏଲ କୁଇଜରେ ଅଂଶଗ୍ରହଣ କରିଥିଲେ । ଏହି ର୍ୟାପିଡ ଫାୟର ରାଉଣ୍ଡରେ ନିଜର ପସନ୍ଦୀୟ ଖେଳାଳିଙ୍କ ନାଁ ଖୁଲାସା କରିଥିଲେ । ତେବେ ଦେଖନ୍ତୁ କୁଲଦୀପଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର..
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ