ମୟଙ୍କ ଅଗ୍ରୱାଲଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର - ମୟଙ୍କ ଅଗ୍ରୱାଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର
🎬 Watch Now: Feature Video

ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟରେ । ପ୍ରଥମ ଚେଷ୍ଟରେ ଦ୍ବିଶତକ ମାରିଥିବା ମୟଙ୍କ ଦ୍ବିତୀୟ ଚେଷ୍ଟରେ 108ରନର ପାଳି ଖେଳିଛନ୍ତି । ଦେଖନ୍ତୁ ‘ଇଟିଭି ଭାରତ’ ସହ ମୟଙ୍କ ଅଗ୍ରୱାଲଙ୍କ ସ୍ବତନ୍ତ୍ର ସାକ୍ଷାତକାର...