ବିଶ୍ବକପ ବିଜେତା ପ୍ରଶିକ୍ଷକ ରବିନସନଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - ସ୍ବତନ୍ତ୍ର ସାକ୍ଷାତକାର
🎬 Watch Now: Feature Video

ହାଇଦ୍ରାବାଦ: ଇଂଲଣ୍ଡ ବିଶ୍ବକପ ବିଜେତା ମହିଳା କ୍ରିକେଟ ଦଳର କୋଚ୍ ମାର୍କ ରବିନସନଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ଏଥିରେ ସେ ଭାରୀତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନକୁ ନେଇ ଅନେକ ବିଷୟରେ ଆମ ସହ ଆଲୋଚନା କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ରବିନସନ....