ମିଲଖାଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ଦିଲୀପ ତିର୍କୀ - ମିଲଖାଙ୍କ ଦେହାନ୍ତରେ ଦିଲୀପଙ୍କ ଶୋକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12192778-thumbnail-3x2-milkha-dilip.jpg)
ଭୁବନେଶ୍ବର: ଭାରତର କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ଭାରତୀୟ ହକିର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ । ମିଲଖା ସିଂହ କ୍ରୀଡା ଜଗତର ଜଣେ ମହାନ ଖେଳାଳି ଥିଲେ । କ୍ରୀଡ଼ାକୁ ପ୍ରୋତ୍ସାହନ ମିଳୁନଥିବା ବେଳେ ସେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗ କ୍ରୀଡ଼ା ଜଗତ ପାଇଁ ଅପୁରଣୀୟ କ୍ଷତି କହିଲେ ତିର୍କୀ ।