ଜାତୀୟ ଦଳକୁ ଫେରିବା ନେଇ ଆଶାବାଦୀ ଅଲରାଉଣ୍ଡର ବିଜୟ ଶଙ୍କର - ବିଜୟ ଶଙ୍କର ଲାଟେଷ୍ଟ ନ୍ୟୁଜ
🎬 Watch Now: Feature Video

ହାଇଦ୍ରାବାଦ: ଜାତୀୟ କ୍ରିକେଟ ଦଳକୁ ଫେରିବା ଆଶାରେ ରହିଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ସେ 2019 ବିଶ୍ବକପ ଦଳରେ ସାମିଲ ହେବା ଦୁଇଟି ମ୍ୟାଚ ଖେଳିଥିଲେ। ଆହତ ଜନିତ ସମସ୍ୟା ଯୋଗୁଁ ସେ ଦଳରୁ ବାଦ ପଡ଼ିଥିଲେ। ବର୍ତ୍ତମାନ ପୁଣି ସେ ଜାତୀୟ ଦଳକୁ ଫେରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜୟ ଶଙ୍କର।