ମୁମ୍ବାଇ ଏୟାରପୋର୍ଟରେ ବି-ଟାଉନ ସେଲିବ୍ରିଟି, ମାଳଦ୍ବୀପ ଟ୍ରିପରେ ସାରା - ମୁମ୍ବାଇ ଏୟାରପୋର୍ଟରେ ବି-ଟାଉନ ସେଲିବ୍ରିଟି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11445806-334-11445806-1618718163456.jpg)
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ମା' ଅମୃତା ସିଂଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି । ମା' ଏବଂ ଝିଅ ଦୁହେଁ ମାଳଦ୍ବୀପରେ ଛୁଟି କାଟିବା ପାଇଁ ବାହାରିଛନ୍ତି । ଅପରପକ୍ଷେ ଏୟାରପୋର୍ଟରେ ସନ୍ନି ଲିଓନୀ ଏବଂ ତମନ୍ନା ଭାଟିଆଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ବାନ୍ଦ୍ରାରେ ସେକ୍ରେଡ୍ ଗେମ୍ସର ଫେମ କୁବ୍ରା ସେତ ମଧ୍ୟ କ୍ୟାମେରାରେ କଏଦ ହୋଇଥିଲେ ।