ମଡ୍ ଆଇଲାଣ୍ତରେ ସେଲିବ୍ରିଟି, ଦେଖନ୍ତୁ ଭିଡିଓ... - ମଡ୍ ଆଇଲାଣ୍ତ ରେ ସେଲିବ୍ରିଟି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11025719-3-11025719-1615869647311.jpg)
ମୁମ୍ବାଇ: ଏବେ ସୈଫ ଅଲି ଖାନ, ବିକି କୌଶଲ ଏବଂ ଶ୍ରଦ୍ଧା କପୁର ସେମାନଙ୍କର ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂ ପରେ ସୈଫ, ବିକି ଏବଂ ଶ୍ରଦ୍ଧା ନଜର ଆସିଥିଲେ । କଳାକାରମାନଙ୍କୁ ମଡ୍ ଆଇଲାଣ୍ତ ରେ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ...