thumbnail

ସୁଶାନ୍ତ ଆତ୍ମହତ୍ୟା ମାମଲା, ଜାଣନ୍ତୁ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଠାୱଲେ

By

Published : Aug 28, 2020, 5:49 PM IST

Updated : Aug 28, 2020, 7:50 PM IST

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ସେପଟେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ସୁଶାନ୍ତଙ୍କ ବାପା କେ.କେ ସିଂ ଏବଂ ତାଙ୍କ ଭଉଣୀଙ୍କୁ ଭେଟିଛନ୍ତି। ଏଥିସହ ସେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ନେଇ ତାଙ୍କ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ଅଠାୱଲେ । ତେବେ ଫରିଦାବାଦ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଅଠାୱଲେଙ୍କ ସହ ଆମ ଇଟିଭି ଭାରତ ପ୍ରତିନିଧି ଆଲୋଚନା କରିଛନ୍ତି । ଶୁଣନ୍ତୁ ସେ କଣ କହୁଛନ୍ତି ।
Last Updated : Aug 28, 2020, 7:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.