ପରିଣୀତିଙ୍କ ସାଇନା ଚରିତ୍ରକୁ ପସନ୍ଦ କଲେ ଦର୍ଶକ - ପରିଣୀତିଙ୍କ ସାଇନା ଚରିତ୍ରକୁ ପସନ୍ଦ କଲେ ଦର୍ଶକ
🎬 Watch Now: Feature Video

ମୁମ୍ବାଇ: ମାର୍ଚ୍ଚ 26ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ 'ସାଇନା' । ଏହି ଫିଲ୍ମ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ପରିଣୀତି ସାଇନାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଦର୍ଶକମାନେ ଫିଲ୍ମକୁ କେତେ ପସନ୍ଦ କରିଛନ୍ତି ଦେଖନ୍ତୁ ଭିଡିଓ...