thumbnail

By

Published : Aug 22, 2021, 4:50 PM IST

ETV Bharat / Videos

ଯୁବତୀଙ୍କ ସହ ରାତିଅଧିଆ ଉଦଣ୍ଡ ନାଚ କଲେ ରାମୁ

ମୁମ୍ବାଇ: ପ୍ରଖ୍ୟାତ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଅନ୍ଦାଜ । ନିଜ ବୟାନକୁ ଆଉ ସେନସେସନାଲ କମେଣ୍ଟକୁ ନେଇ ନ୍ୟୁଜ ହେଡଲାଇନରେ ରହିଆସୁଥିବା ରାମଗୋପାଳ ବର୍ମା ଏଥର ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡ । ରାମଗୋପାଳ ବର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ ଯେଉଁଥିରେ ରାମୁ ଜଣେ ଯୁବତୀଙ୍କ ସହିତ ଉଦଣ୍ଡ ନାଚ କରୁଥିବା ଦେଖିବାକୁ ମିଳିଛି । ଯେଭଳି ଢଙ୍ଗରେ ରାମଗୋପାଳ ବର୍ମା ଯୁବତୀଙ୍କ ସହିତ ନାଚୁଛନ୍ତି ଏବଂ ଆଚରଣ କରୁଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ସେପଟେ ଭିଡିଓରେ ଥିବା ବ୍ୟକ୍ତି ସେ ନୁହଁନ୍ତି ବୋଲି ସଫେଇ ଦେଇଛନ୍ତି ରାମୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.