thumbnail

ହୋଲି ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲେ କଙ୍ଗନା

By

Published : Mar 29, 2021, 11:47 AM IST

ମୁମ୍ବାଇ: ଆଜି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାବାରେ ଲାଗିଛନ୍ତି ବଲିଉଡ ସେଲିବ୍ରିଟି । ଏକି କ୍ରମରେ ସାମିଲ ଅଛନ୍ତି କୁଇନ କଙ୍ଗନା ରଣାୱତ । ଭିଡିଓ ଜରିଆରେ ଫ୍ୟାନଙ୍କୁ ଜଣାଇଲେ ‘ହାପି ହୋଲି ।’ ଏହାସହ ସେ ନିଜର ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ଟ୍ରେଲରରୁ ମିଳିଥିବା ପ୍ରଶଂସା ପାଇଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ମୁଖ୍ୟ କଥା ହେଲା ଯେ ଥଲାଇଭି ପାଇଁ ପୁରା ଟିମ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ଫିଲ୍ମର ପ୍ରମୋସନ କରିବେ ଦର୍ଶକ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.